ଆରକ୍ତନୟନ Āraktanayana

  • ସଂ. ବିଣ. ପୁଂ. (ବହୁବ୍ରୀହି; ଆରକ୍ତ+ନୟନ) କ୍ରୋଧ, ନିଶା, କାନ୍ଦ ବା ରୋଗ ଯୋଗୁଁ ଯାହା ଆଖି ନାଲିଆ ପଡ଼ିଥାଏ; ନାଲିଆଖିଆ — With reddened eyes
  • ସଂ. ବି. (କର୍ମଧା) — କ୍ରୋଧାଦି ଯୋଗୁଁ ରଙ୍ଗ ହୋଇଥିବା ଆଖି — Reddened eye