ଆରଣି Āraṇi
- ସଂ. ବି. (ଆ=ବକ୍ରଭାବରେ+ରୁ ଧାତୁ=ଗମନ କରିବା+ କର୍ତ୍ତୃ. ଅନି) — ଜଳାବର୍ତ୍ତ; ଜଳଭଉଁରି — Eddy
- ସଂ. ବି. (ଆ=ବକ୍ରଭାବରେ+ରୁ ଧାତୁ=ଗମନ କରିବା+ କର୍ତ୍ତୃ. ଅନି) — ଯୁଦ୍ଧ — Battle
- ସଂ. ବି. (ଆ=ବକ୍ରଭାବରେ+ରୁ ଧାତୁ=ଗମନ କରିବା+ କର୍ତ୍ତୃ. ଅନି) — ଏମାନଙ୍କ ସଙ୍ଗତେ ଶ୍ରୀକୃଷ୍ଣ ଆରଣି କରିଣ ଦେଖାଇଲେ କାଳଦଣ୍ଡ ପାଣି। କୃଷ୍ଣସିଂହ. ମହାଭାରତ. ଆଦି।