ଆମୟାବୀ Āmayābī

  • ସଂ. ବିଣ. (ଆମୟ=ରୋଗ+ଅବ୍ ଧାତୁ=ଗମନ କରିବା, ପ୍ରାପ୍ତ ହେବା+ଇନ୍; ଯେ ରୋଗପ୍ରାପ୍ତ ହୋଇଅଛି) — ରୋଗୀ; ବ୍ୟାଧିଗ୍ରସ୍ତ; ବ୍ୟାଧିତ — Sick; ill