ଆମର ସେମାନେ Āmara semāne

  • ଦେ. ସର୍ବ. ପୁଂ. ଓ ସ୍ତ୍ରୀ (ବହୁବଚନ ଆକାର କିନ୍ତୁ ଏକବଚନାର୍ଥକ ବ୍ୟବହାର) — ଆମର ସେ, ମୋର ସ୍ୱାମୀ ବା ମୋ ସ୍ତ୍ରୀ — My husband or my wife