ଆମନ୍ତ୍ରିତ Āmantrita

  • ସଂ. ବିଣ. (ଆ=ସମ୍ୟକ୍+ମନ୍ତ୍ର+କର୍ମ. ତ) — ଆହୂତ — Called
  • ସଂ. ବିଣ. (ଆ=ସମ୍ୟକ୍+ମନ୍ତ୍ର+କର୍ମ. ତ) — ନିମନ୍ତ୍ରିତ — Invited
  • ସଂ. ବିଣ. (ଆ=ସମ୍ୟକ୍+ମନ୍ତ୍ର+କର୍ମ. ତ) — ସମ୍ଭାଷିତ — Spoken to