ଆମନ୍ତ୍ରିବା Āmantribā
- ଦେ. କ୍ରି. ପଦ୍ୟ (ସଂ. ଆ+ମନ୍ତ୍ର୍ ଧାତୁ) — ଆମନ୍ତ୍ରଣ କରିବା — To invite
- ଦେ. କ୍ରି. ପଦ୍ୟ (ସଂ. ଆ+ମନ୍ତ୍ର୍ ଧାତୁ) — ସମାଦରେ ଯଥାବିଧି ଆମନ୍ତ୍ରି ଭୂପତି ସାମନ୍ତ ରାଜନ୍ୟଦଳେ, ପୌର, ଜାନପଦେ—ରାଧାନାଥ, ମହାଯାତ୍ରା।
- ଦେ. କ୍ରି. ପଦ୍ୟ (ସଂ. ଆ+ମନ୍ତ୍ର୍ ଧାତୁ) — ମନ୍ତ୍ରୋଚ୍ଚାରଣପୂର୍ବକ ଡାକିବା — To call by uttering mantras; to invoke