ଆପୁଧୂଆଁ Āpudhuāñ

  • ଦେ. ବି. — ମଦତ୍; ଅଫିମରେ ପୋଡ଼ା ବିଜୁଳି ପତ୍ର ମିଶାଇ ରାନ୍ଧି ତହିଁରେ ନିଆଁ ଲଗାଇ ସେବନ କରାଯିବା ଧୂଆଁ—
  • ଦେ. ବିଣ. — ଗୁଲିଖୋର
  • ଦେ. ବିଣ. — ଖଚୁଆ; ମିଛୁଆ, ଆପୁଧୂଆଁ ଯେ ସାହସୀ। ଶ୍ରୀ ଗୁରୁଭକ୍ତିଗୀତା।