ଆପୂପ୍ୟ Āpūpya

  • ସଂ. ବି (ଆପୂପ୍ୟ=ପିଠା+ଯ; ଯହିଁରୁ ପିଠା ତିଆରି ହୁଏ) — ମଇଦା; ଅଟା; ଶସ୍ୟଚୂର୍ଣ୍ଣ; ଚୂନା — Flour of grain-powder (from which cakes are prepared)
  • ସଂ. ବି (ଆପୂପ୍ୟ=ପିଠା+ଯ; ଯହିଁରୁ ପିଠା ତିଆରି ହୁଏ) — ପିଠା ତିଆରି ହେବା ଉପକରଣ — Material of cakes