ଆପୁଖୋର Āpukhor

  • ଦେ. ବିଣ. — ଯେ ବିଶେଷ ମାତ୍ରାରେ ଅଫିମ ଖାଏ; ଅଫିମା; ଆପୁଆ
  • ଦେ. ବିଣ. — ଯେ ଅଫିମ ନିଶା (ଅଫିମ ଗୁଳା, ଅରଖ ଓ ଧୂଆଁ) ରେ ଅନୁରକ୍ତ — Addicted to smoking opium or taking opium tincture