ଆପୁଆପୁ ହେବା Āpuāpu hebā

  • ଦେ. କ୍ରି. (ଧ୍ୱନ୍ୟାତ୍ମକ) — ପାଟି ଶୁଖି ଯିବାରୁ କଥା କହି ନ ପାରି ଓଠ ଦୁହିଁଙ୍କୁ ମେଲିବା ଓ ବୁଜିବା