ଆନ୍ମାନ୍ Ānmān
- ପ୍ରାଦେ. (ସମ୍ବଲପୁର) ବି. — ଅନୁମାନ
- ଦେ. ବି. — ସନ୍ତୋଷ — Satisfaction
- ଦେ. ବି. — ଆନନ୍ଦ — Delight; gladness
- ଦେ. ବିଣ — ଆନନ୍ଦିତ — Delighted; glad
- ଦେ. ବିଣ — ସନ୍ତୁଷ୍ଟ — Content; satisfied
- ଦେ. ବିଣ — (ଯଥା—ମୁଁ ଦୁଃଖରେ ଥିଲି; ତାହା ଶୁଣି ମୋ ମନଟା ଆନ୍ମାନ୍ ହୋଇଗଲା।)