ଆନ୍ଧସିକ Āndhasika

  • ସଂ. ବି. ପୁଂ. (ଅନ୍ଧସ୍=ସିଦ୍ଧତଣ୍ଡୁଳ; ଭାତ+ପାକାର୍ଥେ. ଇକ) — ପାଚକ; ସୂପକାର; ସୁଆର — Cook