ଆନ୍ଧୁ Āndhu

  • ଦେ. ବି. (ସଂ. ଆନ୍ଦୁ) — ହାତୀ ଶିକୁଳା
  • ଦେ. ବି. (ସଂ. ଆନ୍ଦୁ) — ହାଉଦା ଅମାରି ଆନ୍ଧୁ ଶିକୁଳି ଟୋପର ପଲାଞ୍ଚିଆ ଘଣ୍ଟମାଳି। ବ୍ରଜନାଥ. ସମରତରଙ୍ଗ।