ଆନ୍ୱୀକ୍ଷିକୀ Ānwīkshikī

  • ସଂ. ବି. ସ୍ତ୍ରୀ (ଅନୁ=ପଶ୍ଚାତ୍+ଈକ୍ଷ୍ ଧାତୁ=ଦେଖିବା+ ଭାବ. ଅ=ଅନ୍ୱୀକ୍ଷା+ପ୍ରୟୋଜନାର୍ଥେ. ଇକ+ସ୍ତ୍ରୀ — ଆ. ବେଦାଦିଶାସ୍ତ୍ର ପଢ଼ିବା ପରେ ଯେଉଁ ବିଦ୍ୟା ଦେଖିବା ପ୍ରୟୋଜନ ହୁଏ)—
  • ସଂ. ବି. ସ୍ତ୍ରୀ (ଅନୁ=ପଶ୍ଚାତ୍+ଈକ୍ଷ୍ ଧାତୁ=ଦେଖିବା+ ଭାବ. ଅ=ଅନ୍ୱୀକ୍ଷା+ପ୍ରୟୋଜନାର୍ଥେ. ଇକ+ସ୍ତ୍ରୀ — ଗୌତମାଦି ପ୍ରଣୀତ ନ୍ୟାୟ ଶାସ୍ତ୍ର; ତର୍କଶାସ୍ତ୍ର — The science of Logic; dialectics
  • ସଂ. ବି. ସ୍ତ୍ରୀ (ଅନୁ=ପଶ୍ଚାତ୍+ଈକ୍ଷ୍ ଧାତୁ=ଦେଖିବା+ ଭାବ. ଅ=ଅନ୍ୱୀକ୍ଷା+ପ୍ରୟୋଜନାର୍ଥେ. ଇକ+ସ୍ତ୍ରୀ — ଆଧ୍ୟତ୍ମିକ ବିଦ୍ୟା; ବେଦାନ୍ତ — The Bedānta; spiritual lore
  • ସଂ. ବି. ସ୍ତ୍ରୀ (ଅନୁ=ପଶ୍ଚାତ୍+ଈକ୍ଷ୍ ଧାତୁ=ଦେଖିବା+ ଭାବ. ଅ=ଅନ୍ୱୀକ୍ଷା+ପ୍ରୟୋଜନାର୍ଥେ. ଇକ+ସ୍ତ୍ରୀ — ଦଣ୍ଡନୀତି — Polity
  • ସଂ. ବି. ସ୍ତ୍ରୀ (ଅନୁ=ପଶ୍ଚାତ୍+ଈକ୍ଷ୍ ଧାତୁ=ଦେଖିବା+ ଭାବ. ଅ=ଅନ୍ୱୀକ୍ଷା+ପ୍ରୟୋଜନାର୍ଥେ. ଇକ+ସ୍ତ୍ରୀ — ଦୁର୍ଗା — Goddess Durgā