ଆଧିଜ୍ଞ Ādhijn̄a

  • ସଂ. ବିଣ. (ଆ=ଦୁଃଖ ଇତ୍ୟାଦି+ଜ୍ଞ=ଯେ ଜାଣେ) — ବ୍ୟଥିତ; ଦୁଃଖିତ — Afflicted
  • ସଂ. ବିଣ. (ଆ=ଦୁଃଖ ଇତ୍ୟାଦି+ଜ୍ଞ=ଯେ ଜାଣେ) — ବକ୍ର — Bent; crooked