ଆଧିବେଦନିକ Ādhibedanika

  • ସଂ. ବିଣ. (ଅଧିବେଦନ=ସ୍ୱାମୀର ଦ୍ୱିତୀୟ ବାର ବିବାହ +ସମ୍ବନ୍ଧାର୍ଥେ. ଇକ) ସ୍ୱାମୀ ଦ୍ୱିତୀୟବାର ଦାରପରିଗ୍ରହ କରିବା ସମୟରେ ପ୍ରଥମ ସ୍ତ୍ରୀକୁ ଦେବା (ସମ୍ପତ୍ତି) [ଦ୍ର–ହିନ୍ଦୁ ସ୍ମୃତି ଅନୁସାରେ ଏହି ଧନ ପ୍ରଥମ ସ୍ତ୍ରୀର ନିଜସ୍ୱ ଅଟେ।]