ଆଧିବ୍ୟାଧି Ādhibyādhi

  • ସଂ. ବି. (ସହଚର; ଆଧି+ବ୍ୟାଧି) — ସମସ୍ତ ପ୍ରକାରର ଶାରୀରିକ, ମାନସିକ ଓ ବୈଷୟିକ ଦୁଃଖ
  • ସଂ. ବି. (ସହଚର; ଆଧି+ବ୍ୟାଧି) — ଆଧିବ୍ୟାଧି ମଧ୍ୟ ହୁଅଇ ତାର ଦୂର। କୃଷ୍ଣସିଂହ, ମହାଭାରତ, ବନ।