ଆଧି Ādhi
- ସଂ. ବି. (ଆ+ଧ୍ୟୈ ଧାତୁ=ଚିନ୍ତା କରିବା; ସ୍ଥାପନ କରିବା+ ଅଧିକରଣ. ଇ କିମ୍ବା ଆ+ଧା ଧାତୁ+ଇ) — ବନ୍ଧକ — Pledge
- ସଂ. ବି. (ଆ+ଧ୍ୟୈ ଧାତୁ=ଚିନ୍ତା କରିବା; ସ୍ଥାପନ କରିବା+ ଅଧିକରଣ. ଇ କିମ୍ବା ଆ+ଧା ଧାତୁ+ଇ) — ଗଚ୍ଛିତ ବସ୍ତୁ — Deposited article
- ସଂ. ବି. (ଆ+ଧ୍ୟୈ ଧାତୁ=ଚିନ୍ତା କରିବା; ସ୍ଥାପନ କରିବା+ ଅଧିକରଣ. ଇ କିମ୍ବା ଆ+ଧା ଧାତୁ+ଇ) — ବ୍ୟସନ — Being addicted to vice; vicious habits
- ସଂ. ବି. (ଆ+ଧ୍ୟୈ ଧାତୁ=ଚିନ୍ତା କରିବା; ସ୍ଥାପନ କରିବା+ ଅଧିକରଣ. ଇ କିମ୍ବା ଆ+ଧା ଧାତୁ+ଇ) — ଆପତ୍ତି — Objection
- ସଂ. ବି. (ଆ+ଧ୍ୟୈ ଧାତୁ=ଚିନ୍ତା କରିବା; ସ୍ଥାପନ କରିବା+ ଅଧିକରଣ. ଇ କିମ୍ବା ଆ+ଧା ଧାତୁ+ଇ) — ବିପଦ — Danger; distress
- ସଂ. ବି. (ଆ+ଧ୍ୟୈ ଧାତୁ=ଚିନ୍ତା କରିବା; ସ୍ଥାପନ କରିବା+ ଅଧିକରଣ. ଇ କିମ୍ବା ଆ+ଧା ଧାତୁ+ଇ) — ଉଦ୍ବିଗ୍ନତା — Anxiety
- ସଂ. ବି. (ଆ+ଧ୍ୟୈ ଧାତୁ=ଚିନ୍ତା କରିବା; ସ୍ଥାପନ କରିବା+ ଅଧିକରଣ. ଇ କିମ୍ବା ଆ+ଧା ଧାତୁ+ଇ) — ମନଃପୀଡ଼ା; ସନ୍ତାପ — Mental distress
- ସଂ. ବି. (ଆ+ଧ୍ୟୈ ଧାତୁ=ଚିନ୍ତା କରିବା; ସ୍ଥାପନ କରିବା+ ଅଧିକରଣ. ଇ କିମ୍ବା ଆ+ଧା ଧାତୁ+ଇ) — ଦୁଃଖ — Sorrow
- ସଂ. ବି. (ଆ+ଧ୍ୟୈ ଧାତୁ=ଚିନ୍ତା କରିବା; ସ୍ଥାପନ କରିବା+ ଅଧିକରଣ. ଇ କିମ୍ବା ଆ+ଧା ଧାତୁ+ଇ) — ଅଧିଷ୍ଠାନ; ସ୍ଥାନ — Place
- ସଂ. ବି. (ଆ+ଧ୍ୟୈ ଧାତୁ=ଚିନ୍ତା କରିବା; ସ୍ଥାପନ କରିବା+ ଅଧିକରଣ. ଇ କିମ୍ବା ଆ+ଧା ଧାତୁ+ଇ) — ପ୍ରତ୍ୟାଶା — Expectation
- ଦେ. ବି — କ୍ଷମତା — Power; influence
- ଦେ. ବି — ଅଧିକାର — Authority