ଆଦରିବା Ādaribā
- ଦେ. ପଦ୍ୟ. କ୍ରି (ସଂ. ଆଦର) — ସ୍ନେହ ସହକାରେ ଗ୍ରହଣ କରିବା — To accept with fondness
- ଦେ. ପଦ୍ୟ. କ୍ରି (ସଂ. ଆଦର) — କିଶୋର ଅନୁସରି ଯହିଁ କୋଦଣ୍ଡଧାରୀ ପ୍ରଶଂସି କୋଳକୁ ଆଦରି ସେ। ଭଞ୍ଜ, ବୈଦେହୀଶବିଳାସ।
- ଦେ. ପଦ୍ୟ. କ୍ରି (ସଂ. ଆଦର) — ସମ୍ମାନ କରିବା — To show respect
- ଦେ. ପଦ୍ୟ. କ୍ରି (ସଂ. ଆଦର) — ସ୍ୱଇଚ୍ଛାରେ ବା ରାଜିରେ ଗ୍ରହଣ କରିବା — To accept out of one's free will
- ଦେ. ପଦ୍ୟ. କ୍ରି (ସଂ. ଆଦର) — ଏଣୁ ସେ ବେନି ହୃଦୟ ଆଦରଶେ, ଆଦରେ ପ୍ରତିବିମ୍ବ ମୁଖେ। ଭଞ୍ଜ, କୋଟିବ୍ରହ୍ମାଣ୍ଡସୁନ୍ଦରୀ।
- ଦେ. ପଦ୍ୟ. କ୍ରି (ସଂ. ଆଦର) — ଅନ୍ୟବ୍ୟକ୍ତିଙ୍କୁ ଆପଣାର ପିତା, ମାତା, ଭ୍ରାତା, ଭଗିନୀ ବା ସ୍ୱାମୀ ବୋଲି ଗ୍ରହଣ କରିବା — To take or treat as one's own
- ଦେ. ପଦ୍ୟ. କ୍ରି (ସଂ. ଆଦର) — ସ୍ନେହ କରିବା — 5. To fondle
- ଦେ. ପଦ୍ୟ. କ୍ରି (ସଂ. ଆଦର) — ଆଶ୍ରୟ କରିବା — To rely on; to depend upon
- ଦେ. ପଦ୍ୟ. କ୍ରି (ସଂ. ଆଦର) — ସେ ସଙ୍ଗ ଯେବା ଆଦରନ୍ତି, ସେ କାମ ଅର୍ଥ ସେ ବାଛନ୍ତି। ଜଗନ୍ନାଥ, ଭାଗବତ. 4 ର୍ଥ। — ସେ ସଙ୍ଗ ଯେବା ଆଦରନ୍ତି, ସେ କାମ ଅର୍ଥ ସେ ବାଛନ୍ତି ଜଗନ୍ନାଥ, ଭାଗବତ.4ର୍ଥ
- ଦେ. ପଦ୍ୟ. କ୍ରି (ସଂ. ଆଦର) — ଅନିବାର୍ଯ୍ୟ ଜାଣି ଗ୍ରହଣ କରିବା — To accept (a thing) as unavoidable; to be reconciled to one's lot