ଆଦର୍ଶ Ādarṡa
- ସଂ. ବି. (ଆ+ଦୃଶ୍ ଧାତୁ=ଦେଖିବା+ଅଧିକରଣ ଅ; ଯହିଁରେ କୌଣସି ବସ୍ତୁ ଦେଖାଯାଏ) — ଦର୍ପଣ; ଆଇନା — Looking glass; mirror
- ସଂ. ବି. (ଆ+ଦୃଶ୍ ଧାତୁ=ଦେଖିବା+ଅଧିକରଣ ଅ; ଯହିଁରେ କୌଣସି ବସ୍ତୁ ଦେଖାଯାଏ) — ନମୁନା; ଯାହାର ଗୋଟିକୁ ଦେଖିଲେ ସେହି ଶ୍ରେଣୀର ସବୁ ବସ୍ତୁକୁ ଦେଖିବା ପରି ହୁଏ — Sample
- ସଂ. ବି. (ଆ+ଦୃଶ୍ ଧାତୁ=ଦେଖିବା+ଅଧିକରଣ ଅ; ଯହିଁରେ କୌଣସି ବସ୍ତୁ ଦେଖାଯାଏ) — ଯାହାକୁ ମୂଳ ରୂପେ ନକଲ କରାଯାଏ — Model
- ସଂ. ବିଣ. — ଅନୁକରଣ ଯୋଗ୍ୟ — Imitable
- ସଂ. ବିଣ. — ଅତ୍ୟୁତ୍କୃଷ୍ଟ — Best; excellent