ଆଦର୍ଶନୀୟ Adarṡanīya

  • ସଂ. ବିଣ. (ନଞ ତତ୍; ଅ+ଦର୍ଶନୀୟ) — ଯାହା ଦେଖିବା ଅନୁଚିତ ବା ଅଯୋଗ୍ୟ — Not fit to be seen; not worth seeing
  • ସଂ. ବିଣ. (ନଞ ତତ୍; ଅ+ଦର୍ଶନୀୟ) — ଅଦୃଶ୍ୟ — Invisible
  • ସଂ. ବି — ଦୃଷ୍ଟିର ଅଗୋଚର ହେବା ଅବସ୍ଥା; ଅଦୃଶ୍ୟ ଅବସ୍ଥା — Invisible condition (M.W.)