ଆଣ୍ଟିବା Āṇṭibā

  • ଦେ.କ୍ରି. — ଚାପିବା — To press
  • ଦେ.କ୍ରି. — ଯାବୋଡ଼ିଧରିବା — To hold firmly; to gripe
  • ଦେ.କ୍ରି. — ଚିପିବା — To squeeze
  • ଦେ.କ୍ରି. — (ପେଚ) କଷିବା — To drive (a screw)
  • ଦେ.କ୍ରି. — ଦୃଢ଼ଭାବରେ ବସାଇବା — To set strongly