ଆଣ୍ଟ Āṇṭa

  • ଦେ. ବିଣ. — ଦୃଢ଼; କଠିନ; ଟାଣ — Hard; firm; tough
  • ଦେ. ବିଣ. — ହିରଣ୍ୟ ହିରଣ୍ୟକଶିପୁ, ବଜ୍ରହୁଁ ଆଣ୍ଟ ବେନି ବପୁ। ଜଗନ୍ନାଥ, ଭାଗବତ, 7 ମ। — ହିରଣ୍ୟ ହିରଣ୍ୟକଶିପୁ, ବଜ୍ରହୁଁ ଆଣ୍ଟ ବେନି ବପୁ ଜଗନ୍ନାଥ, ଭାଗବତ,7ମ
  • ଦେ. ବିଣ. — ଏକଜିଦିଆ — Stubborn; obstinate
  • ଦେ.ବି. — ଗାରିମା; ଗର୍ବ; ଦିମାକ୍ — Pride
  • ଦେ.ବି. — ଧୈର୍ଯ୍ୟ — Patience
  • ଦେ.ବି. — ଭିଡ଼ — Resistance
  • ଦେ.ବି. — ଯୋର — Force
  • ଦେ.ବି. — ଏକଜିଦି — Stubbornness
  • ଦେ.ବି. — ଅବାଧ୍ୟତା — Insolence
  • ଦେ.ବି. — ଦୃଢ଼ତା — Hardness
  • ଦେ.ବି. — ଅର୍ଜୁନ ବାହୁ ଆଣ୍ଟ ବୁଝିବା ପାଇଁକି। କୃଷ୍ଣସିଂହ, ମହାଭାରତ
  • ଦେ.ବି. — ଶ୍ରେଷ୍ଠ — Excellent