ଆଣ୍ଟୁ Āṇṭu

  • ଗ୍ରା. ବି. — ଆଟୁ (ଦେଖ)
  • ପ୍ରାଦେ. (ଗଞ୍ଜାମ) ବି. — ଗଛର କଲମ
  • ପ୍ରାଦେ. (ଗଞ୍ଜାମ) ବି. — (ଯଥା—ଆଣ୍ଟୁ ଆମ୍ବ) — Graft
  • ପ୍ରାଦେ. (ଗଞ୍ଜାମ) ବି. — (ଯଥା—ଆଣ୍ଟୁ ଆମ୍ବ)