ଆଣି Āṇi
- ସଂ. ବି. ସ୍ତ୍ରୀ (ଅନ୍ ଧାତୁ =ଶବ୍ଦ କରିବା+କର୍ତ୍ତୃ. ଇ) — ଖଡ୍ଗର କୋଟି ବା ଧାର — The edge of a sword
- ସଂ. ବି. ସ୍ତ୍ରୀ (ଅନ୍ ଧାତୁ =ଶବ୍ଦ କରିବା+କର୍ତ୍ତୃ. ଇ) — ସୀମା — Boundary
- ସଂ. ବି. ସ୍ତ୍ରୀ (ଅନ୍ ଧାତୁ =ଶବ୍ଦ କରିବା+କର୍ତ୍ତୃ. ଇ) — ଅକ୍ଷାଗ୍ରକୀଳକ; ଅଣକୀଳା — The pins at the ends of the axle of a cart
- ଦେ. ବି — ଗର୍ବ — Pride
- ଦେ. ବି — କୁଚେ କଠିନକୁ ଘେନିବା ଘେନି ସେ ଶମ୍ଭୁ ଆଣି ଆଣି ଭାଙ୍ଗିଲାନି। ଭଞ୍ଜ, କୋଟିବ୍ରହ୍ମାଣ୍ଡସୁନ୍ଦରୀ।
- ଦେ. ବି — ଟାଣପଣ — Hardness
- ଦେ. ବି — ବଡ଼ିମା — Greatness
- ଦେ. ବି — ଆଧିକ୍ୟ — Excess
- ଦେ. ବି — ଆଡ଼ମ୍ବର — Pomp
- ଦେ. ବି — ଶୋଭା — Beauty