ଆଖ୍ୟାତ Ākhyāta

  • ସଂ. ବିଣ. (ଆ+ଖ୍ୟା ଧାତୁ=କହିବା+କର୍ମ. ତ) — କଥିତ — Spoken
  • ସଂ. ବିଣ. (ଆ+ଖ୍ୟା ଧାତୁ=କହିବା+କର୍ମ. ତ) — ନିର୍ଦ୍ଦିଷ୍ଟ — Denominated
  • ସଂ. ବିଣ. (ଆ+ଖ୍ୟା ଧାତୁ=କହିବା+କର୍ମ. ତ) — ସୁବିଖ୍ୟାତ — Known
  • ସଂ. ବିଣ. (ଆ+ଖ୍ୟା ଧାତୁ=କହିବା+କର୍ମ. ତ) — ଗଳ୍ପରୂପେ କଥିତ — Narrated
  • ସଂ. ବିଣ. (ଆ+ଖ୍ୟା ଧାତୁ=କହିବା+କର୍ମ. ତ) — ଅମୁକ ନାମ ଦିଆଯାଇଥିବା (ବ୍ୟକ୍ତି ବା ବସ୍ତୁ) — (a person or thing) Named so and so
  • ସଂ. ବିଣ. (ଆ+ଖ୍ୟା ଧାତୁ=କହିବା+କର୍ମ. ତ) — ଅମୁକ ନାମରେ ଡକାଯିବା — Called so and so
  • ସଂ. ବିଣ. (ଆ+ଖ୍ୟା ଧାତୁ=କହିବା+କର୍ମ. ତ) — (ବ୍ୟାକରଣ) ରୂପ କରାଯାଇଥିବା (ଧାତୁ) — Conjugated (root.)
  • ସଂ. ବି — ବ୍ୟାକରଣର ତିଙନ୍ତ ପ୍ରକରଣ — The chapter on inflection of verbs
  • ସଂ. ବି — ତିଙନ୍ତ ଶବ୍ଦ; କ୍ରିୟା — Verb which is inflected