ଆଖ୍ୟାୟିକା Ākhyāyikā
- ସଂ. ବି. ସ୍ତ୍ରୀ. (ଆ+ଖ୍ୟା ଧାତୁ+ଅକ+ସ୍ତ୍ରୀ. ଆ) — ଗଳ୍ପ; କାହାଣୀ — Narrative; story; fable
- ସଂ. ବି. ସ୍ତ୍ରୀ. (ଆ+ଖ୍ୟା ଧାତୁ+ଅକ+ସ୍ତ୍ରୀ. ଆ) — ଐତିହାସିକ ଉପନ୍ୟାସ — A legendary story
- ସଂ. ବି. ସ୍ତ୍ରୀ. (ଆ+ଖ୍ୟା ଧାତୁ+ଅକ+ସ୍ତ୍ରୀ. ଆ) — ଉପଲବ୍ଧାର୍ଥ କଥା; ବିଦିତ ବୃତ୍ତାନ୍ତ କଥା — Allegorical story; fable