ଆଖ୍ୟାନ Ākhyāna

  • ସଂ. ବି. (ଆ+ଖ୍ୟା ଧାତୁ=କହିବା+ଅନ) — ବାକ୍ୟ; କଥନ — Word; description
  • ସଂ. ବି. (ଆ+ଖ୍ୟା ଧାତୁ=କହିବା+ଅନ) — ଇତିହାସ — Legend; tradition
  • ସଂ. ବି. (ଆ+ଖ୍ୟା ଧାତୁ=କହିବା+ଅନ) — କଳ୍ପିତ ବୃତ୍ତାନ୍ତ — Tale; story; anecdote
  • ସଂ. ବି. (ଆ+ଖ୍ୟା ଧାତୁ=କହିବା+ଅନ) — ଗଳ୍ପାଦି କଥନ — Narration