ଆଖ୍ଡ଼ା ଭାଙ୍ଗିବା Ākhṟḍ̠ā bhāṅgibā

  • ଦେ. କ୍ରି — ଗଠିତ ଆଖ୍ଡ଼ାର ଦଳକୁ ଭାଙ୍ଗିଦେବା — To disband or break up a dancing or music party
  • ଦେ. କ୍ରି — ଆଖଡ଼ାରେ ନୃତ୍ୟାଦି ଅଭ୍ୟାସ କାର୍ଯ୍ୟକୁ ସ୍ଥଗିତ କରିବା — To discontinue rehearsals
  • ଦେ. କ୍ରି — ଆଖଡ଼ାରେ କରାଯାଉଥିବା ଅଭ୍ୟାସ କର୍ମକୁ ଶେଷ କରି ଘରକୁ ଆସିବା — 4. To dismiss a music or dancing school after rehearsal