ଅୟ Aya
- ସଂ. ବି. (ଇ ଧାତୁ=ଗତିକରିବା+କରଣ. ଅ) — ସୌଭାଗ୍ୟ; ଶୁଭାଦୃଷ୍ଟ— — Good fortune
- ସଂ. ବି. (ଇ ଧାତୁ=ଗତିକରିବା+କରଣ. ଅ) — ଶୁଭଦାୟକ ବିଧି — Auspicious rule
- ସଂ. ବି. (ଇ ଧାତୁ=ଗତିକରିବା+କରଣ. ଅ) — ଦ୍ୟୂତକ୍ରୀଡାରେ ପଶାର ଦାନବିଶେଷ — A particular turn of the dice
- ସଂ. ବି. (ଇ ଧାତୁ=ଗତିକରିବା+କରଣ. ଅ) — ନରକବିଶେଷ — Name of a hell
- ସଂ. ବି. (ଇ ଧାତୁ=ଗତିକରିବା+କରଣ. ଅ) — ବ୍ୟବସାୟରେ ଲାଭ — Profit in business