ଅହତ Ahata
- ସଂ. ବିଣ. (ଅ=ନୁହେ+ହତ) — ଅକ୍ଷତ; ଅନାହତ — Unhurt
- ସଂ. ବିଣ. (ଅ=ନୁହେ+ହତ) — ଦଶିକଟା ହୋଇ ନ ଥିବା ନୂଆ (ଲୁଗା) — New (cloth)
- ସଂ. ବିଣ. (ଅ=ନୁହେ+ହତ) — ଅହତ ବସ୍ତ୍ର ଯୁଗ ପିନ୍ଧି, ଶୋଭନ ଗନ୍ଧେ ନାନାବିଧି। ଜଗନ୍ନାଥ, ଭାଗବତ, 8 ମ। — ଅହତ ବସ୍ତ୍ର ଯୁଗ ପିନ୍ଧି, ଶୋଭନ ଗନ୍ଧେ ନାନାବିଧି ଜଗନ୍ନାଥ, ଭାଗବତ,8ମ