ଅହନିଶି Ahaniṡi

  • ଗ୍ରା. କ୍ରି. ବିଣ.— (ସଂ. ଅହର୍ନିଶ) — ରାତିଦିନ; ଅହର୍ନିଶ; କି ଦିନ କି ରାତି; ସର୍ବଦା — Day and night; always; constantly
  • ଗ୍ରା. କ୍ରି. ବିଣ.— (ସଂ. ଅହର୍ନିଶ) — ରାମ ସଙ୍ଗେ ଅହନିଶି ସମର କରିବି ବସି / ବିଶି ବୋଲେ ଗଲେ ତୁ ଜାଣିବୁ। ବିଶ୍ୱନାଥ, ବିଚିତ୍ରରାମାୟଣ।