ଅହଜିତ୍ Ahijit

  • ସଂ. ବି. (ଅହ=ସର୍ପ+ଜି ଧାତୁ=ଜୟ କରିବା+କ୍ୱିପ୍; ଯେ ସର୍ପକୁ ଜୟ କରେ ବା ସର୍ପ ସଙ୍ଗେ ଶତ୍ରୁତା କରେ) — ବିଷ୍ଣୁ — Bishṇu
  • ସଂ. ବି. (ଅହ=ସର୍ପ+ଜି ଧାତୁ=ଜୟ କରିବା+କ୍ୱିପ୍; ଯେ ସର୍ପକୁ ଜୟ କରେ ବା ସର୍ପ ସଙ୍ଗେ ଶତ୍ରୁତା କରେ) — ଇନ୍ଦ୍ର — Indra
  • ସଂ. ବି. (ଅହ=ସର୍ପ+ଜି ଧାତୁ=ଜୟ କରିବା+କ୍ୱିପ୍; ଯେ ସର୍ପକୁ ଜୟ କରେ ବା ସର୍ପ ସଙ୍ଗେ ଶତ୍ରୁତା କରେ) — ଗରୁଡ଼ — Garuṟḍ̠a
  • ସଂ. ବି. (ଅହ=ସର୍ପ+ଜି ଧାତୁ=ଜୟ କରିବା+କ୍ୱିପ୍; ଯେ ସର୍ପକୁ ଜୟ କରେ ବା ସର୍ପ ସଙ୍ଗେ ଶତ୍ରୁତା କରେ) — ମୟୂର — Peacock
  • ସଂ. ବି. (ଅହ=ସର୍ପ+ଜି ଧାତୁ=ଜୟ କରିବା+କ୍ୱିପ୍; ଯେ ସର୍ପକୁ ଜୟ କରେ ବା ସର୍ପ ସଙ୍ଗେ ଶତ୍ରୁତା କରେ) — ନେଉଳ — Mongoose