ଅହଙ୍କୃତି Ahaṅkṛuti

  • ସଂ. ବି. (ଅହଂ=ମୁଁ+କୃ ଧାତୁ=କରିବା+ଭାବ. ତି) — ମୁଁ; ମୁଁ କରିବାର କାର୍ଯ୍ୟ — Pride; vanity
  • ସଂ. ବି. (ଅହଂ=ମୁଁ+କୃ ଧାତୁ=କରିବା+ଭାବ. ତି) — ହାମ୍ବଡ଼ା ପଣିଆଁ — Self-sufficience