ଅସ୍ଥାନ Asthāna
- ସଂ. ବି. (ଅ+ସ୍ଥାନ) — ମନ୍ଦସ୍ଥାନ — Bad place
- ସଂ. ବି. (ଅ+ସ୍ଥାନ) — ଅନୁପଯୁକ୍ତ ସ୍ଥାନ — Unfit place; wrong place
- ସଂ. ବି. (ଅ+ସ୍ଥାନ) — ଅଯୋଗ୍ୟ ସ୍ଥାନ — Improper place
- ସଂ. ବି. (ଅ+ସ୍ଥାନ) — ଅପବିତ୍ରସ୍ଥାନ — Unholy place
- ସଂ. ବି. (ଅ+ସ୍ଥାନ) — ଶରୀରର ଗୁପ୍ତାଙ୍ଗ — The private part of the body
- ସଂ. ବି. (ଅ+ସ୍ଥାନ) — ଶରୀରର ମର୍ମସ୍ଥାନ; ଅଥାନ — Vital or vulnerable part of the body
- ସଂ. ବି. (ଅ+ସ୍ଥାନ) — ଅସ୍ଥାୟିତ୍ୱ — Non-permanency (M.W.)
- ସଂ. ବିଣ. — ସ୍ଥାନରହିତ — Having no place or footing