ଅସ୍ତ୍ରାହତ Astrāhata

  • ସଂ. ବିଣ. ପୁଂ. ( 3 ୟା ତତ୍; ଅସ୍ତ୍ର+ଆହତ) — ଅସ୍ତ୍ରଦ୍ୱାରା ଆଘାତପ୍ରାପ୍ତ — Wounded
  • ସଂ. ବିଣ. ପୁଂ. ( 3 ୟା ତତ୍; ଅସ୍ତ୍ର+ଆହତ) — ଅସ୍ତ୍ରଦ୍ୱାରା ମାରିତ — Killed (M.W.)