ଅସ୍ଥାୟୀଭାବ Asthāyībhāba

  • ସଂ. ବି. (କର୍ମଧା) — ଅଚିରସ୍ଥାୟୀ ହେବାର ଅବସ୍ଥା — Non-permanency
  • ସଂ. ବି. (କର୍ମଧା) — ଯେଉଁ ଅବସ୍ଥା ଚିରସ୍ଥାୟୀ ନୁହେ — Temporary state
  • ସଂ. ବି. (କର୍ମଧା) — ଯେଉଁ ମନୋଭାବ ବେଶିକାଳ ରହେ ନାହିଁ — Transient feeling