ଅସ୍ଥାବର Asthābara

  • ସଂ. ବିଣ. (ଅ+ସ୍ଥାବର) — ଯାହା ସ୍ଥିର ବା ଦୃଢ଼ସ୍ଥିତ ନୁହେ — Not fixed
  • ସଂ. ବିଣ. (ଅ+ସ୍ଥାବର) — ଚଳୁଥିବା; ଗତିଶୀଳ — Moving
  • ସଂ. ବିଣ. (ଅ+ସ୍ଥାବର) — ଅଚିରସ୍ଥାୟୀ — Not permanent
  • ସଂ. ବିଣ. (ଅ+ସ୍ଥାବର) — (ଆଇନ) ଚଳନ୍ତି (ସମ୍ପତ୍ତି) — (law) Movable (property)
  • ସଂ. ବିଣ. (ଅ+ସ୍ଥାବର) — ଜମି ଛଡ଼ା ଅନ୍ୟ (ସମ୍ପତ୍ତି) — (property) Other than land
  • ସଂ. ବିଣ. (ଅ+ସ୍ଥାବର) — (ଯଥା—ଟଙ୍କା; ଜିନିଷପତ୍ର)
  • ସଂ. ବିଣ. (ଅ+ସ୍ଥାବର) — ଯାହାକୁ ସ୍ଥାନାନ୍ତରକୁ ନିଆଯାଇ ନ ପାରେ — Incapable of being removed to another place