ଅସ୍ତେୟ Asteya

  • ସଂ. ବି. (ଅ+ସ୍ତେୟ) — ଅଚୌର୍ଯ୍ୟ; ଚୋରି ନ କରିବା — Non-stealing
  • ସଂ. ବି. (ଅ+ସ୍ତେୟ) — ସାଧୁତା — Honesty
  • ସଂ. ବି. (ଅ+ସ୍ତେୟ) — ଯୋଗସାଧନର ଆଠଗୋଟି ଅଙ୍ଗମଧ୍ୟରୁ ନିୟମ ନାମକ ଅଙ୍ଗର ତୃତୀୟ ଭେଦ; ବଳପୂର୍ବକ ବା ଅଜ୍ଞାତରେ ପରଦ୍ରବ୍ୟସ୍ୱାମୀଠାରୁ ଧନ ଅପହରଣ ନ କରିବା; (ଏଥିରେ ସିଦ୍ଧ ହେବା ବ୍ୟକ୍ତିଙ୍କୁ ଅଜସ୍ର ଧନରତ୍ନ ଅଯାଚିତରୂପେ ମିଳେ); ଚୋରି ନ କରିବା ବ୍ରତ — A practice of not coveting to take another's property by force or stealthily, practised by a J̄ogī; the vow of honesty