ଅସ୍ତ୍ରଚାଳନ Astrachāḻana

  • ସଂ. ବି ( 6 ଷ୍ଠୀ ତତ୍; ଅସ୍ତ୍ର+ଚାଳନ) — ହତିଆରକୁ ଚଳାଇବା — The playing or using of a weapon
  • ସଂ. ବି ( 6 ଷ୍ଠୀ ତତ୍; ଅସ୍ତ୍ର+ଚାଳନ) — ରୋଗୀପ୍ରତି ଚିକିତ୍ସାର୍ଥ ଅସ୍ତ୍ରପ୍ରୟୋଗ — Application of surgical weapons to a patient