ଅସ୍ତ୍ୟାନ Astyāna

  • ସଂ. ବି. (ଅ=କୁତ୍ସିତ+ସ୍ତୈ ଧାତୁ+ଭାବ. ଅନ) — ଭର୍ତ୍ସନା; ଗାଳି — Abuse; censure
  • ସଂ. ବି. (ଅ=କୁତ୍ସିତ+ସ୍ତୈ ଧାତୁ+ଭାବ. ଅନ) — ନିନ୍ଦା — Blame
  • ସଂ. ବି. (ଅ=କୁତ୍ସିତ+ସ୍ତୈ ଧାତୁ+ଭାବ. ଅନ) — ବେଖାତିର — Disregard