ଅସ୍ତୋଦୟ Astodaya

  • ସଂ. ବି. (ଅସ୍ତ+ଉଦୟ) — ସୂର୍ଯ୍ୟ ଓ ଗ୍ରହାଦିଙ୍କର ଅସ୍ତଗମନ ଓ ଉଦୟ — The rising and setting of heavenly bodies
  • ସଂ. ବି. (ଅସ୍ତ+ଉଦୟ) — ସୂର୍ଯ୍ୟାସ୍ତଠାରୁ ସୂର୍ଯ୍ୟୋଦୟ ପର୍ଯ୍ୟନ୍ତ କାଳ — The time between sunset and sunrise