ଅସାଧ୍ୟ Asādhya

  • ସଂ. ବିଣ. (ଅ+ସାଧ୍ୟ) — ଯାହା ସାଧିତ ହୋଇ ନ ପାରେ — Impracticable; incapable of being accomplished
  • ସଂ. ବିଣ. (ଅ+ସାଧ୍ୟ) — ଅସମ୍ଭବ — Impossible
  • ସଂ. ବିଣ. (ଅ+ସାଧ୍ୟ) — ଅଚିକିତ୍ସ୍ୟ; ଦୂରାରୋଗ୍ୟ — Incurable
  • ସଂ. ବିଣ. (ଅ+ସାଧ୍ୟ) — ଅଶାସନୀୟ — Uncontrollable
  • ସଂ. ବିଣ. (ଅ+ସାଧ୍ୟ) — ଯାହାକୁ ଆୟତ୍ତ କରାଯାଇ ନ ପାରେ — Unmanageable
  • ସଂ. ବିଣ. (ଅ+ସାଧ୍ୟ) — ଯେଉଁ ସମସ୍ୟାକୁ ସାଧନ କରାଯାଇ ନ ପାରେ — Insoluble