ଅସାଧାରଣ Asādhāraṇa

  • ସଂ. ବିଣ. (ଅ+ସାଧାରଣ) — ଅସାମାନ୍ୟ — Uncommon
  • ସଂ. ବିଣ. (ଅ+ସାଧାରଣ) — ଯାହା ସବୁଠାରେ ବା ସମସ୍ତଙ୍କଠାରେ ନାହିଁ — Extraordinary
  • ସଂ. ବିଣ. (ଅ+ସାଧାରଣ) — ବିଶିଷ୍ଟ — Specifical; special
  • ସଂ. ବିଣ. (ଅ+ସାଧାରଣ) — ଯାହା ସମସ୍ତଙ୍କର ନୁହେଁ — Not common; private