ଅସାଧୁ Asādhu
- ସଂ. ବିଣ.—(ଅ+ସାଧୁ) — ଅସତ୍ — Dishonest
- ସଂ. ବିଣ.—(ଅ+ସାଧୁ) — ଅଭଦ୍ର — Uncivil
- ସଂ. ବିଣ.—(ଅ+ସାଧୁ) — ଅଧାର୍ମିକ — Unrighteous; irreligious
- ସଂ. ବିଣ.—(ଅ+ସାଧୁ) — ଅନୈତିକ — Immoral
- ସଂ. ବିଣ.—(ଅ+ସାଧୁ) — ଯାହା ସାଧୁଜନୋଚିତ ନୁହେଁ — Not befitting a good person