ଅସାବଧାନ Asābadhāna
- ସଂ. ବିଣ. (ଅ=ନୁହେଁ+ସାବଧାନ=ସତର୍କ) — ଅସତର୍କ; ଗରହୁସିଆର୍ — Unguarded; not cautious; careless
- ସଂ. ବିଣ. (ଅ=ନୁହେଁ+ସାବଧାନ=ସତର୍କ) — ଯାହାର କର୍ତ୍ତବ୍ୟ ବିଷୟରେ ମନୋଯୋଗ ନାହିଁ — Unmindful of one's duties
- ସଂ. ବିଣ. (ଅ=ନୁହେଁ+ସାବଧାନ=ସତର୍କ) — ଅନବହିତ — Inadvertent
- ସଂ. ବିଣ. (ଅ=ନୁହେଁ+ସାବଧାନ=ସତର୍କ) — ଅନ୍ୟମନସ୍କ — Heedless
- ସଂ. ବିଣ. (ଅ=ନୁହେଁ+ସାବଧାନ=ସତର୍କ) — ଅମନୋଯୋଗୀ — Inattentive