ଅସାକ୍ଷୀ Asākshī

  • ସଂ. ବିଣ. ପୁଂ. (ଅ+ସାକ୍ଷିନ୍; 1 ମା. 1 ବ.) — (ହିନ୍ଦୁସ୍ମୃତି) ଅଦାଲତରେ ସାକ୍ଷୀରୂପେ ଗୃହୀତ ହେବା ପାଇଁ ଅନୁପଯୁକ୍ତ (ବ୍ୟକ୍ତି) — (Hindu law) (persons) Who are incompetent to give evidence in court
  • ସଂ. ବିଣ. ପୁଂ. (ଅ+ସାକ୍ଷିନ୍; 1 ମା. 1 ବ.) — [ଦ୍ର—ଚୋର, ଜୁଆରୀ, ମଦ୍ୟପ, ପାଗଳ, ସ୍ତ୍ରୀ, ବାଳକ, ଅତିବୃଦ୍ଧ, ହତ୍ୟାକାରୀ, ଭାଟ, ଜାଲିଆ, ବିକଳେନ୍ଦ୍ରିୟ (ଯଥା ବହିରା, ଅନ୍ଧ, କଣା, ଛୋଟା, କେମ୍ପା, କୁଜା) ଶତ୍ରୁ ଓ ମିତ୍ର ଏମାନେ ଧର୍ମଶାସ୍ତ୍ର- ଅନୁସାରେ କୌଣସି ମକଦ୍ଦମାରେ ସାକ୍ଷୀରୂପେ ଗୃହୀତ ହୋଇ ନ ପାରନ୍ତି—ଯାଜ୍ଞବଲ୍କ୍ୟ 2।71 । — [ଦ୍ର—ଚୋର, ଜୁଆରୀ, ମଦ୍ୟପ, ପାଗଳ, ସ୍ତ୍ରୀ, ବାଳକ, ଅତିବୃଦ୍ଧ, ହତ୍ୟାକାରୀ, ଭାଟ, ଜାଲିଆ, ବିକଳେନ୍ଦ୍ରିୟ (ଯଥା ବହିରା, ଅନ୍ଧ, କଣା, ଛୋଟା, କେମ୍ପା, କୁଜା) ଶତ୍ରୁ ଓ ମିତ୍ର ଏମାନେ ଧର୍ମଶାସ୍ତ୍ର- ଅନୁସାରେ କୌଣସି ମକଦ୍ଦମାରେ ସାକ୍ଷୀରୂପେ ଗୃହୀତ ହୋଇ ନ ପାରନ୍ତି—ଯାଜ୍ଞବଲ୍କ୍ୟ271
  • ସଂ. ବିଣ. ପୁଂ. (ଅ+ସାକ୍ଷିନ୍; 1 ମା. 1 ବ.) — ଋଣାଦି ଅର୍ଥସମ୍ବନ୍ଧୀ, ଅସତ୍ୟବାଦୀ, ଭୃତ୍ୟାଦି ସହାୟକ, ଶତ୍ରୁ. ଯେ ଥରେ ମିଛସାକ୍ଷୀ ଦେଇଥିବାର ଜଣାଯାଇଛି, ବ୍ୟାଧ୍ୟାର୍ତ୍ତ, ମହାପାତକ ଦୋଷରେ ଦୂଷିତ, ରାଜା, କାରିଗର, ନଟ, ଶ୍ରୋତ୍ରିୟ, ବ୍ରହ୍ମଚାରୀ, ସନ୍ନ୍ୟାସୀ, ପରାଧୀନ, ଲୋକନିନ୍ଦିତ, ଦସ୍ୟୁ, ନିଷିଦ୍ଧକର୍ମକାରୀ, ବୃଦ୍ଧ, ପିଲା, ଚଣ୍ଡାଳ, ବିକଳେନ୍ଦ୍ରିୟ, ଯେଉଁ ବ୍ୟକ୍ତି ବଂଶହୀନ ବା ଏକାକୀ, ଆର୍ତ୍ତ, ମତ୍ତ, ଉନ୍ମତ୍ତ, କ୍ଷୁତ୍ତୃଷ୍ଣୋପପୀଡ଼ିତ, ଶ୍ରମାର୍ତ୍ତ, କାମାର୍ତ୍ତ, କ୍ରୁଦ୍ଧ ଓ ତସ୍କର ଏପରି ବ୍ୟକ୍ତିମାନଙ୍କୁ ପକ୍ଷମାନେ ଅଦାଲତରେ ସାକ୍ଷୀ କରିବେ ନାହିଁ— ରାମଶଙ୍କର, ମନୁ 8।64 — 67। ] — ଋଣାଦି ଅର୍ଥସମ୍ବନ୍ଧୀ, ଅସତ୍ୟବାଦୀ, ଭୃତ୍ୟାଦି ସହାୟକ, ଶତ୍ରୁ. ଯେ ଥରେ ମିଛସାକ୍ଷୀ ଦେଇଥିବାର ଜଣାଯାଇଛି, ବ୍ୟାଧ୍ୟାର୍ତ୍ତ, ମହାପାତକ ଦୋଷରେ ଦୂଷିତ, ରାଜା, କାରିଗର, ନଟ, ଶ୍ରୋତ୍ରିୟ, ବ୍ରହ୍ମଚାରୀ, ସନ୍ନ୍ୟାସୀ, ପରାଧୀନ, ଲୋକନିନ୍ଦିତ, ଦସ୍ୟୁ, ନିଷିଦ୍ଧକର୍ମକାରୀ, ବୃଦ୍ଧ, ପିଲା, ଚଣ୍ଡାଳ, ବିକଳେନ୍ଦ୍ରିୟ, ଯେଉଁ ବ୍ୟକ୍ତି ବଂଶହୀନ ବା ଏକାକୀ, ଆର୍ତ୍ତ, ମତ୍ତ, ଉନ୍ମତ୍ତ, କ୍ଷୁତ୍ତୃଷ୍ଣୋପପୀଡ଼ିତ, ଶ୍ରମାର୍ତ୍ତ, କାମାର୍ତ୍ତ, କ୍ରୁଦ୍ଧ ଓ ତସ୍କର ଏପରି ବ୍ୟକ୍ତିମାନଙ୍କୁ ପକ୍ଷମାନେ ଅଦାଲତରେ ସାକ୍ଷୀ କରିବେ ନାହିଁ— ରାମଶଙ୍କର, ମନୁ864—67]
  • ସଂ. ବିଣ. ପୁଂ. (ଅ+ସାକ୍ଷିନ୍; 1 ମା. 1 ବ.) — (ହିନ୍ଦୁସ୍ମୃତି) ଯେ କୌଣସି ଘଟନାକୁ ସ୍ୱଚକ୍ଷୁରେ ଦେଖି ନ ଥାଏ — (Hindu law) Not an eye-witness
  • ସଂ. ବିଣ. ପୁଂ. (ଅ+ସାକ୍ଷିନ୍; 1 ମା. 1 ବ.) — ସାକ୍ଷୀ ହୋଇ ଅସାକ୍ଷୀ ପରି ଯେ କହଇ। କୃଷ୍ଣସିଂହ. ମହାଭାରତ, ସଭା।