ଅସାକ୍ଷାତ୍ Asākshāt
- ସଂ. ଅ (ଅ+ସାକ୍ଷାତ୍) — (ଅମୁକର) ପରୋକ୍ଷରେ; ଇନ୍ଦ୍ରିୟର ଅଗୋଚରରେ — Imperceptibly
- ସଂ. ଅ (ଅ+ସାକ୍ଷାତ୍) — ଅମୁକର ଅନୁପସ୍ଥିତିରେ — In one's absence
- ସଂ. ଅ (ଅ+ସାକ୍ଷାତ୍) — (ଅମୁକର) ପଛରେ — Behind one's back
- ସଂ. ବିଣ. — ପରୋକ୍ଷ — Indirect
- ସଂ. ବିଣ. — ଯାହା ନିଜ ଆଖି ଆଗରେ ଘଟେ କାହିଁ; ଅଦୃଶ୍ୟ; ଅଗୋଚର — Happening behind one's back invisible
- ସଂ. ବିଣ. — ଇନ୍ଦ୍ରିୟର ଅଗୋଚର — Imperceptible