ଅସାକ୍ଷିକହତ Asākshikahata

  • ସଂ. ବିଣ. ପୁଂ. (ଅସାକ୍ଷିକ+ହତ) — (ହିନ୍ଦୁସ୍ମୃତି) ଆପଣାର କଥାକୁ ସମର୍ଥନ କରିବାକୁ କେହି ସାକ୍ଷୀ ନ ଥିବାରୁ ଯେଉଁ ପକ୍ଷ ମକଦ୍ଦମାରେ ହାରିଯାଏ — (Hindu law) Beaten (in law) without witness (M. W.)