ଅସାକ୍ଷିକ Asākshika

  • ସଂ. ବିଣ (ବହୁବ୍ରୀହି; ଅ+ସାକ୍ଷିନ୍ +କ) — (ହିନ୍ଦୁସ୍ମୃତି) ଯେଉଁ ଘଟଣାର କେହି ସାକ୍ଷୀ ନ ଥାଏ — (Hindu law) Having no witness; unwitnessed
  • ସଂ. ବିଣ (ବହୁବ୍ରୀହି; ଅ+ସାକ୍ଷିନ୍ +କ) — (ହିନ୍ଦୁ ସ୍ମୃତି) ଯେଉଁ ଦଲୀଲରେ କେହି ହାଁସିଆ ସାକ୍ଷୀ ପଡ଼ି ନ ଥାଏ — (Hindu law) unattested (document)
  • ସଂ. ବିଣ (ବହୁବ୍ରୀହି; ଅ+ସାକ୍ଷିନ୍ +କ) — (ହିନ୍ଦୁସ୍ମୃତି) ମକଦ୍ଦମା ଉପଲକ୍ଷରେ ଅଦାଲତରେ ଉପସ୍ଥିତ ଯେଉଁ ପକ୍ଷର ସମର୍ଥନ କରିବା ପାଇଁ କେହି ସାକ୍ଷୀ ନ ଥାଏ — (Hindu law) (a party in a suit) Who has got no witness to support him
  • ସଂ. ବିଣ (ବହୁବ୍ରୀହି; ଅ+ସାକ୍ଷିନ୍ +କ) — ଅନାଥ ଅସାକ୍ଷିକ ଲୋକ କଥାଯାକ ଭଲକରି ବୁଝିବ ଅବନୀନାୟକ—କୃଷ୍ଣସିଂହ, ମହାଭାରତ, ଶାନ୍ତି।
  • ସଂ. ବିଣ (ବହୁବ୍ରୀହି; ଅ+ସାକ୍ଷିନ୍ +କ) — [ଦ୍ର—ପରସ୍ପର ବିବଦମାନ ଦୁଇ ପକ୍ଷର ଯେବେ ସାକ୍ଷୀ ନ ଥାଏ ତେବେ ବିଚାରପତି ଉଭୟପକ୍ଷଙ୍କ ହଲପ ଗ୍ରହଣ କରି ସତ୍ୟ ନିର୍ଣ୍ଣୟ କରିବେ—ରାମଶଙ୍କର, ମନୁ 8।109 ।] — [ଦ୍ର—ପରସ୍ପର ବିବଦମାନ ଦୁଇ ପକ୍ଷର ଯେବେ ସାକ୍ଷୀ ନ ଥାଏ ତେବେ ବିଚାରପତି ଉଭୟପକ୍ଷଙ୍କ ହଲପ ଗ୍ରହଣ କରି ସତ୍ୟ ନିର୍ଣ୍ଣୟ କରିବେ—ରାମଶଙ୍କର, ମନୁ8109]